ଜଗତସିଂହପୁର ( ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଜଗତସିଂହପୁର ଥାନା ଅନ୍ତର୍ଗତ ବିରିଡି ବ୍ଲକ କୁଳକଇଜଙ୍ଗl ଗ୍ରାମର ବୀରବର ବେହେରାଙ୍କ ହତ୍ୟା କାଣ୍ଡରେ ସମ୍ପୃକ୍ତ ଥିବା 2 ଜଣ ଫେରାର ଅଭିଯୁକ୍ତଙ୍କୁ ମଙ୍ଗଳବାର କାରାଦଣ୍ଡ ରାୟ ଜଗତସିଂହପୁର ଜିଲ୍ଲା ଦୌରାଜଜ ଆଦେଶ ଶୁଣାଇ ଛନ୍ତି l ଏହି ଘଟଣାରେ ମୋଟ 5 ଜଣ ଅଭିଯୁକ୍ତ ରହିଥିଲେ l ସେମାନଙ୍କ ମଧ୍ୟରୁ 3 ଜଣ ସେହି ଗ୍ରାମର ଲଶୁକଦେବ ବେହେରା, ନରେନ୍ଦ୍ର ଦାସ, ଉମେଶ ବେହେରା ଆଜୀବନ ସଜା କାଟୁଛନ୍ତି ହେଲେ ବେଲେ ପାଇଁ ସୁପ୍ରିମ କୋର୍ଟରେ ଆବେଦନ କରିଛନ୍ତି l
