ରାଜନଗରରେ ଶିଶୁ କିଶୋରୀ ଓ ମହିଳା ମାନଙ୍କ ର ସଚେତନ କାର୍ଯ୍ୟକ୍ରମ ଜୁବେଂଟିକା ଅନୁଷ୍ଠିତ

କେନ୍ଦ୍ରାପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ରାଜନଗର ଥାନା ଅଧିକାରୀ ନରେଶ ସାହୁ ଙ୍କ ତତୁଧନରେ ଜୁବେଂଟିକା କାର୍ଯ୍ୟକର୍ମ ରେ ଶିଶୁ କିଶୋରୀ ଓ ମହିଳା ମାନଙ୍କ ର ସଚେତନ କାର୍ଯ୍ୟକର୍ମ ରାଜନଗର ଥାନା ଅଧିକାରୀ ନରେଶ ସାହୁ ଙ୍କ ସଭାପତିତୁ ରେ ଶିଶୁ କିଶୋରୀ ମହିଳା ମାନଙ୍କଅଧିକାର ଓ ସୁରକ୍ଷା ଉପରେ ଥାନା ପରିସରରେ ଅନୁଷ୍ଠିତ ସଚେତନ କାର୍ଯ୍ୟ କର୍ମ ରେ ପ୍ରେସ କ୍ଲବ ର ସଭାପତି ଭାସ୍କର ରାଉତ ରାୟ ସମାଜ ର ବରିଷ୍ଟ ସାମ୍ବାଦିକ ଜଗନ୍ନାଥ ଦାସ ସମାଜ ସେବୀ ନଳିନୀ କାନ୍ତ ସ୍ୱାଇଁ

ସମେତ ସିଡିପିଓ ଦିପାଳି ମିଶ୍ର ସୁପର ଭାଇଯର୍ ପ୍ରତିଭା ମହାନ୍ତି ମିନତୀ ମିଶ୍ର ବିଭିନ୍ନ ପଞ୍ଚାୟତ ରୁ ଅଙ୍ଗନୱାଡ଼ି କର୍ମୀ ସହlୟତା ଆଶା ଦିଦି କିଶୋରୀ ମହିଳା ଅଭିଭାବାକ ସାମ୍ବାଦିକ ସମାଜ ସେବୀ ଥାନା ର ସମସ୍ତ କର୍ମକର୍ତ୍ତା ଆଲୋଚନାରେ ଭାଗ ନେଇ ଥିଲେ

ଥାନା ଅଧିକାରୀ ସମାଜ ରେ ଘଟୁଥିବା କ୍ରାଇମ ଓ ତାର ପ୍ରତିକାର ଉପରେ ବହୁ ଉପାଦେୟ ତଥ୍ଯ ପ୍ରଦାନ କରିଥିଲେ କାର୍ଯ୍ୟ କର୍ମ କୁ ପୋଲିସ ଏ ଏସ ଆଇ ମାନି ଦେଇ ସୁବ୍ରତ ବେହେରା ସଂଚିତ୍ ନାୟକ ପରିଚାଳନା କରିଥିବାବେଳେ ଏ ଏସ ଆ ଇ ଶିଶିର କୁମାର ସାହୁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ରାଜନଗର ପୋଲିକ ଅଧିକାରୀ ଙ୍କ ଏଭଳି କାର୍ଯ୍ୟ କର୍ମ କୁ ସବୁ ମହଲରୁ ପ୍ରଂଶସର୍ ସୁଅ ଛୁଟିଆସିଛି.

Exit mobile version