ଓଡ଼ିଶା ତାଜା ନ୍ୟୁଜ (୨୮ ସେପ୍ଟେମ୍ବର ,ସୋମବାର ) ପଦ୍ମପୁର :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ବିଜେପୁର ବ୍ଲକ ମାଝିପାଲି ଗ୍ରାମର ମୂଲ ନିବାସୀ ତଥା ସେଚତନ ହେମା,ତୋଳବନ୍ଦ ର ଜଣେ ବରିଷ୍ଠ କଳାକାର ଅନ୍ତର୍ଯ୍ୟାମୀ ସାହୁଙ୍କ କରୋନା ର କରାଲ ଗ୍ରାସରେ ଗତ ତା ୨୬, ୯,୨୦ ରିଖ ଦିନ ତାଙ୍କର ମୃତ୍ୟୁ ଘଟି ଯାଇଛି । ସେ ଜଣେ ସମାଜସେବୀ, ପରୋପକାରୀ,ଦକ୍ଷ ଶିକ୍ଷକ ତଥା କଳାକାର ଭାବରେ ବେଶୀ ପରିଚିତ ଥିଲେ । ସଚେତନ ହେମା ଅନୁଷ୍ଠାନ ର ପ୍ରାୟୋଜିତ ନାଟକ କ୍ଷୀର ସମୁଦ୍ର ରେ ଅଭିନୟ କରିଥିଲେ । ଯାହାକି ଲୋକ ନାଟକ ମହୋତ୍ସବ ରାଉରକେଲା ରେ ୨୦୧୮ ମସିହାରେ ମଞ୍ଚସ୍ଥ ହୋଇଥିଲା । ତାଙ୍କର ବିୟୋଗରେ କଳାକାର ସମାଜ ମର୍ମାହତ ହୋଇ ପଡିଛନ୍ତି । ସେ ଜଣେ ମଧ୍ୟ କରୋନା ଯୋଦ୍ଧା ହୋଇ ପୁଞୀପଥର ଟିଏମସି ରେ କାର୍ଯ୍ୟରତ ଥିଲେ । ଏଣୁ ସରକାର ତାଙ୍କର ପରିବାର ଙ୍କୁ ସହଯୋଗର ହାତ ବଢାଇବା ପାଇଁ ନାଟ୍ଯକାର ରାଜ କୁମାର ସାହୁ ଅନୁରୋଧ କରିଛନ୍ତି । (ରିପୋର୍ଟ – ନିରୋଜ କୁମାର ପାଣୀ)
ବରିଷ୍ଠ କଳାକାର ଅନ୍ତର୍ଯ୍ୟାମୀ ସାହୁ ଆଉ ନାହାନ୍ତି – ପଦ୍ମପୁର

- Categories: Uncategorized
Related Content
MALABARGOLD & DIAMONDS LAUNCHES ARTISTRY SHOW AT BHUBANESWAR SOUBHAGYA NAGAR STORE
by
Proprietor Abhimanyu Maharana
September 22, 2026
ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳୀ ସଭା
by
Proprietor Abhimanyu Maharana
September 11, 2026
ଶିକ୍ଷା କେବଳ ଜ୍ଞାନ ନୁହେଁ, ମଣିଷ ଗଢିବାର ଏକ ମହାନ ପ୍ରକ୍ରିୟା - ମୁଖ୍ୟମନ୍ତ୍ରୀ
by
Proprietor Abhimanyu Maharana
September 6, 2026
ରାତ୍ର ପେଟ୍ରୋଲିଂ କଡାକଡି କରିବା ପାଇଁ ବୁଦ୍ଧିଜିବି ମହଲରେ ଦାବି
by
Proprietor Abhimanyu Maharana
August 15, 2026
ରଥଯାତ୍ରା ୨୦୨୬ ପ୍ରସ୍ତୁତି ନେଇ ଛତିଶା ନିଯୋଗ ସହ ସମନ୍ୱୟ ବୈଠକ
by
Proprietor Abhimanyu Maharana
July 3, 2026
Preparations on for Ratha Yatra at Delhi’s Hauz Khas Temple
by
Proprietor Abhimanyu Maharana
June 27, 2026