ବିଧାୟିକା ଲତିକା ପ୍ରଧାନ କବିସୂର୍ଯ୍ୟନଗରରେ – ଆଣିଛନ୍ତି ଖୁସି

କବିସୂର୍ଯ୍ୟନଗର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର ତା :-  କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଆଜି ନୂତନ ବର୍ଷ 2020 ଅବସରରେ ଅଞ୍ଚଳବାସୀଙ୍କ ସହ ବିତାଇଥିଲେ, କୋଦଳାଠାରେ କମ୍ବଳ ବଣ୍ଟନ କଲେ ଏବଂ ପକ୍କା ଘରର ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Exit mobile version