Home ଓଡ଼ିଶା ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ସମାଜସେବୀ by Proprietor Abhimanyu Maharana 2 months ago Share on FacebookShare on TwitterWhatsapp ବାଲିଗୁଡା (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ନିଆରା ଭାବେ ନିଜ ଜନ୍ମ ଦିନ ପାଳନ କଲେ ସମାଜ ସେବୀ l ନିଜ ସନ୍ତାନ ଙ୍କ ଠାରୁ ବିତାଡିତ ହୋଇ ଜରା ନିବାସ ରେ ଜୀବନ ଅତିବାହିତ କରୁଥିବା ଅନ୍ତେବାସୀ ଙ୍କ ସହ ପାଳିଲେ ଜନ୍ମ ଦିନ l ନିଜ ଜନ୍ମ ଦିନକୁ ଏପରି ନିଆରା ଭାବରେ ପାଳନ କରିଛନ୍ତି ବାଲିଗୁଡା ସହର ର ସୁଖ ଦୁଃଖ ର ସାଥି ତଥା ସମାଜସେବୀ ଟୁନା ଦାସ l ବାଲିଗୁଡା ଵନବାସୀ ସେବା ସମିତି ଦ୍ୱାରା ପରିଚାଳିତ ଜରା ନିବାସ ର ଅନ୍ତେବାସୀ ଙ୍କ ନିକଟରେ ଜନ୍ମ ଦିନ ପାଳନ କରିବା ସହ ଅନ୍ତେବାସୀ ଙ୍କ ଠାରୁ ଆଶ୍ରିବାଦ ନେଇଥିଲେ ଟୁନା ଦାସ l କ୍ୟାଣ୍ଡଲ ଜଳାଇ କେକ୍ କାଟି ଜନ୍ମ ଦିନ ପାଳନ କରିବା ପରିବର୍ତ୍ତେ ଅନ୍ତେବାସୀ ଙ୍କ ଠାରେ ଜନ୍ମ ଦିନ ପାଳନ କରି ବେଶ ଖୁସିବ୍ୟକ୍ତ କରିଛନ୍ତି ସମାଜସେବୀ ଟୁନା ଦାସ l ନିଜ ପରିବାର ତଥା ସନ୍ତାନ ଙ୍କ ପାଇଁ ଅଲୋଡ଼ା ହୋଇଥିବା ବୃଦ୍ଧ ବୃଦ୍ଧା ଙ୍କ ସହ ଜନ୍ମ ଦିନ ପାଳନ କରିବା ନେଇ ବେଶ ଖୁସି ହୋଇଥିଲେ ସମସ୍ତ ଅନ୍ତେବାସୀ l Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ବିରିଡିରେ ରଜ ଉଚ୍ଛବ ପାଳିତ by Proprietor Abhimanyu Maharana June 13, 2026 Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha by Proprietor Abhimanyu Maharana June 13, 2026 समाज के आर्थिक रूप से कमजोर परिवारों को आर्थिक सहायता by Proprietor Abhimanyu Maharana June 13, 2026 ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା by Proprietor Abhimanyu Maharana June 13, 2026 ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି by Proprietor Abhimanyu Maharana June 13, 2026 ଗଜପତିରେ କାଳବୈଶାଖୀର ତାଣ୍ଡବ, ଉଡିଲା ୧୫ ଟି ଘରର ଛପର ଉଡି ଯାଇଛି by Proprietor Abhimanyu Maharana June 13, 2026