ଓଡ଼ିଶା ତାଜା ନ୍ୟୁଜ (୨୬ ସେପ୍ଟେମ୍ଵର , ଶନିବାର ) ଛତ୍ରପୁର :- ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଓସ୍ୱାନ ଭିଡିଓ କନଫେରନ୍ସି ହଲ ରେ ଶନିବାର ଅପରାହ୍ନ ରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଭିଡିଓ କନଫେରନ୍ସି ମାଧ୍ୟମରେ ଡିଆରଡିଏ ର ସମୀକ୍ଷା କରିଛନ୍ତି । ଏମଜିଏନଆରଇଜିଏ , ମୋ ଉପକାରିତା ଠାରୁ ଆରମ୍ଭ ବିଭିନ୍ନ ଯୋଜନାର ସଫଳ ରୂପାୟନ ନିମନ୍ତେ ଜିଲ୍ଲାପାଳ ସମସ୍ତ ବିଡିଓ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଡିଆରଡିଏ ପିଡି ସିନ୍ଦେ ତତ୍ତାତ୍ରୟ ଭାଉସାହେ, ଏପିଡି ଜ୍ୟୋତି ଶଙ୍କର ରାୟ. ଓଏସଡି କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । (ଶେଷଦେବ ସାହୁ/ଗଞ୍ଜାମ ଜିଲ୍ଲା ବ୍ୟୁରୋ)
ଭିଡିଓ କନଫେରନ୍ସି ମାଧ୍ୟମରେ ଡିଆରଡିଏ ର ସମୀକ୍ଷା କଲେ ଗଂଜାମ ଜିଲ୍ଲାପାଳ

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
ନୟାଗଡ ଜିଲ୍ଲା, ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତିଙ୍କ ଦିବସ -୨୦୨୬ ପାଳିତ
by
Proprietor Abhimanyu Maharana
October 2, 2026
ସମର୍ପଣ ବୃଦ୍ଧାଶ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ପାଳିତ
by
Proprietor Abhimanyu Maharana
October 2, 2026
ମହାନଦୀ ଜଳ ବିବାଦ ସମାଧାନ ପାଇଁ ଦିଲ୍ଲୀରେ ବୈଠକ ପ୍ରସଙ୍ଗ
by
Proprietor Abhimanyu Maharana
October 2, 2026
ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ
by
Proprietor Abhimanyu Maharana
October 2, 2026
କବି ଗୋଦାବରୀଶ ମହାପାତ୍ର ଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ
by
Proprietor Abhimanyu Maharana
October 2, 2026
ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ
by
Proprietor Abhimanyu Maharana
October 2, 2026