ରାୟଗଡ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର) :- ଛତିଶଗଡ ରାଜ୍ୟ ର ରାୟଗଡ ଠାରେ ଉତ୍କଳ ସେବା ସମିତି ପକ୍ଷ ରୁ ବାବା ପ୍ରିୟଦର୍ଶୀ ରାମ ଅଡିଟରୀୟମ ପଞ୍ଜରୀ ପ୍ଲାଣ୍ଟ ଠାରେ ଉତ୍କଳ ଦିବସ ପାଳିତ ହୋଇ ଯାଇଛି । କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବ ରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, ସମ୍ମାନିତ ଅତିଥି ଭାବ ରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ, ରାୟପୁର ଉତ୍ତର ବିଧାୟକ ପୁରନ୍ଦର ମିଶ୍ର, ରାଇଗଡ଼ ର ମେଜର ଜିଧାନ ଚୌହାନ ଯୋଗଦାନ କରିଥିଲେ ।
