ମାତା କମଳା ନାୟକ (୮୫)ଙ୍କର ଶାମୁକା ସାହି ସ୍ଥିତ ନିଜ ବାସଭବନରେ ଦେହାବସାନ ଘଟିଥିବା ଖବର ମିଳିଛି ।
ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ନୟାଗଡ ଜିଲ୍ଲା ରଣପୁର ବ୍ଲକର ବରିଷ୍ଠ ସାମ୍ବାଦିକ ରଘୁନାଥ ନାୟକଙ୍କ ମାତା କମଳା ନାୟକ (୮୫) ଙ୍କର ଶାମୁକା ସାହି ସ୍ଥିତ ନିଜ ବାସଭବନରେ ଦେହାବସାନ ଘଟିଥିବା ଖବର ମିଳିଛି । ସେ ଜଣେ ଧର୍ମପରାୟଣ ଓ ପରୋପକାରୀ ମହିଳା ଭାବେ ଅଞ୍ଚଳରେ ପରିଚିତ ଥିଲେ ।
