ବଲାଙ୍ଗିର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବାଲେଶ୍ୱର ଜିଲ୍ଲା କଳାକାର ସଂଘ ଓ ଗୌରାଙ୍ଗ ସଂଗୀତ ମହା ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ୯ ତମ ବାର୍ଷିକ ଉତ୍ସବ ସମ୍ମିଳନୀରେ ବଲାଙ୍ଗିର ଜିଲ୍ଲାର ସମନ୍ୱୟ ସଂଗଠନ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ସିଙ୍ଗଲାଲ ଙ୍କ ଦ୍ୱାରା ଚାରିଜଣ ମନୋନୀତ ବିଶିଷ୍ଟ ବ୍ୟକ୍ତି ବିଶେଷ ଯଥା, ଅମିଲ ପୁଟେଲ (ସଭାପତି )ପଶ୍ଚିମ ଓଡିଶା ଲୋକ କଳା ପୁନଃରୁଦ୍ଧାର ପରିଷଦ l ମୀନକେତନ ପଧାନ (ସମ୍ପାଦକ) ଜୀବନ୍ୟାସ, ପରିବର୍ତ୍ତନ l

