
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍ କୁମାର, ବିଜେଡି ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ଏବଂ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ବାଜି ମାରିନେଇଛନ୍ତି ।
‘କ୍ରସ୍ ଭୋଟିଂ’ କରିଛନ୍ତି ୧୧ ବିଧାୟକ ।
ବିଜେଡିରୁ ୬, କଂଗ୍ରେସରୁ ୩ ଓ ବିଜେଡିରୁ ନିଲମ୍ବିତ ୨ ସଭ୍ୟ ଅନ୍ତର୍ଭୁକ୍ତ । ବିଜେଡି ନେତା ପ୍ରତାପ ଦେଓ ମଧ୍ୟ ତାଙ୍କ ଦଳରୁ ୬ ଜଣ କ୍ରସ୍ ଭୋଟିଂ କରିଥିବା କଥା ମାନିଛନ୍ତି । ଯାହା ଅନୁମାନ କରାଯାଇଛି ଯେ, ନିମ୍ନରେ ପ୍ରଦତ୍ତ ବିଧାୟକମାନେ କ୍ରସ ଭୋଟିଂ କରିଛନ୍ତି । ଏମାନଙ୍କ ଭିତରୁ କିଛି ସଦସ୍ୟ ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି ।
କଂଗ୍ରେସ ବିଧାୟକ
୧. ରମେଶ ଜେନା
୨. ଦାଶରଥୀ ଗମାଙ୍ଗ
୩. ସୋଫିଆ ଫିର୍କୋସ
ବିଜେଡି ବିଧାୟକ
