ଓଡ଼ିଶା ତାଜା ନ୍ୟୁଜ (୨୫ ସେପ୍ଟେମ୍ବର ,ଶୁକ୍ରବାର ) ଭଞ୍ଜନଗର :- ଜଗନ୍ନାଥପ୍ରସାଦ ରୁ ଭଞ୍ଜନଗର ଅଭିମୁଖେ ଯାଉଥିବା ଏକ କାର ନୁଆଗାଁ ବ୍ରିଜ ନିକଟରେ ଦୁର୍ଘଟଣା ଗସ୍ତ ହୋଇଛି । କାରଟି ଦୃତଗତିରେ ଯାଉଥିବା ବେଳେ ଆଗ ଚକଟି ଫାଟିଯାଇଥିବା କାରଣରୁ ଗାଡିଟି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଏଥିରେ ବସିଥିବା ପ୍ରଦୀପ୍ତ କୁମାର ପ୍ରଧାନ ଙ୍କ କହିବା ପ୍ରକାରେ ସେ ବୁଡୁରଙ୍ଗର ଧୋଡାପଲ୍ଲୀ ଗାଁ ରୁ ଭଞ୍ଜନଗର ନିକଟସ୍ଥ କଣ୍ଟେଇପଲ୍ଲୀ ଯାଉଥିବା ସମୟରେ । ଗାଡିଟି ଖୁବ ଦୃତ ଗତିରେ ଯାଉଥିଲା ସେ ବାରମ୍ବାର ସ୍ଳୋ କରିବାକୁ କହୁଥିବା ବେଳେ ଏଠାରେ ଗାଡିଟି ସାପ ଖେଳିବା ଭଳି ହୋଇ ଦୁର୍ଘଟଣା ଘଟିଛି । ପ୍ରତ୍ୟକ୍ଷ ଦର୍ଶିଙ୍କ କହିବା ପ୍ରକାରରେ କାରଟି ଓଲଟି ପୁଣି ସିଧା ହୋଇ ରାସ୍ତାରେ ଠିଆ ହୋଇ ପଡିଥିଲା । କାହାର କୈଣସି ମାଡ ହୋଇନଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଛି । ( ଶେଷଦେବ ସାହୁ / ଗଞ୍ଜାମ ଜିଲ୍ଲା ବ୍ୟୁରୋ )
ନୂଆଗାଁ ନଦୀ ନିକଟରେ କାର ଦୁର୍ଘଟଣା , ବର୍ତିଗଲା ୨ ଜୀବନ

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
ନୟାଗଡ ଜିଲ୍ଲା, ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତିଙ୍କ ଦିବସ -୨୦୨୬ ପାଳିତ
by
Proprietor Abhimanyu Maharana
October 2, 2026
ସମର୍ପଣ ବୃଦ୍ଧାଶ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ପାଳିତ
by
Proprietor Abhimanyu Maharana
October 2, 2026
ମହାନଦୀ ଜଳ ବିବାଦ ସମାଧାନ ପାଇଁ ଦିଲ୍ଲୀରେ ବୈଠକ ପ୍ରସଙ୍ଗ
by
Proprietor Abhimanyu Maharana
October 2, 2026
ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ
by
Proprietor Abhimanyu Maharana
October 2, 2026
କବି ଗୋଦାବରୀଶ ମହାପାତ୍ର ଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ
by
Proprietor Abhimanyu Maharana
October 2, 2026
ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ
by
Proprietor Abhimanyu Maharana
October 2, 2026