ଓଡ଼ିଶାରେ୨,୦୧,୦୯୬ ଜଣ ପଜିଟିଭ୍‌ ଚିହ୍ନଟ ; ୧,୬୫,୪୩୨ ଜଣ ରୋଗୀ ସୁସ୍ଥ – ୭୬୭ ଜଣ ମୃତ୍ୟୁ ହୋଇଛି

ଓଡ଼ିଶା ତାଜା ନ୍ୟୁଜ (୨୫ ସେପ୍ଟେମ୍ବର ,ଶୁକ୍ରବାର) ଭୁବନେଶ୍ୱର :-  ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା – ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୩୦,୦୯,୧୮୩ଟି ନମୁନା କୋଭିଡ୍‌-୧୯ ପରୀକ୍ଷାଯାକରା ଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୨,୦୧,୦୯୬ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

୧,୬୫,୪୩୨ ଜଣ ରୋଗୀ ସଂ ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି ।(ଆଜିର ସୁସ୍ଥ ସଂଖ୍ୟା-୪୩୮୮) ୭୬୭ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି । ସକି୍ରୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୩୪,୮୪୪ ରହିଛି । ୩୯,୨୩୨ ଜଣ ହସ୍‌ ପିଟାଲ୍‌ ଆଇସୋଲେସନ୍‌ରେ ରହିଛନ୍ତି

Exit mobile version