ଓଡ଼ିଶା ତାଜା ନ୍ୟୁଜ (୨୫ ସେପ୍ଟେମ୍ବର ,ଶୁକ୍ରବାର ) ବରଗଡ଼ :- ବରଗଡ଼ ଜିଲ୍ଲା ଘେଁସ ଠାରେ ଥିବା ଲୋକ କବି ପଦ୍ମଶ୍ରୀ ହଳଧର ନାଗ ଙ୍କ ସାଧନା କୁଟୀର ଓ ସଙ୍ଘ୍ରାହଳୟ ଉଦଘାଟିତ ହୋଇଯାଇଛି। ରାଜ୍ୟ ସରକାର ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ଏହାକୁ ଉଦଘାଟନ କରିଥିଲେ। ଡାକ୍ତର ରାଜେଶ ତ୍ରିପାଠୀ ଓ ଡାକ୍ତର ସୁସ୍ମିତା ଦାଶଙ୍କ ପ୍ରଚେଷ୍ଟା ରେ ନିର୍ମିତ ଏହି କବିଙ୍କ ସାଧନା କୁଟୀର ଓ ସ°ଗ୍ରହାଳୟ ଜିଲ୍ଲା ବାସୀଙ୍କ ପାଇଁ ଏକ ଗର୍ବ ଗୈ।ରବର ବିଷୟ ଅଟେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)
ପଦ୍ମଶ୍ରୀ ହଳଧର ନାଗ ସାଧନା କୁଟୀର ଓ ସଂଗ୍ରାହଳୟ ଉଦଘାଟିତ – ବରଗଡ଼

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
ବାରଖମା ହାତେ ଏକ ଦିବସୀୟ କବାଡି ଟ୍ରଫି : ଫାଇନାଲ ରେ ଚାମ୍ପିଅନ୍ ହେଲା ସ୍ପୋର୍ଟ୍ସ କ୍ଲବ ବାରଖମା
by
Proprietor Abhimanyu Maharana
October 8, 2026
ରାଜ୍ୟସ୍ତରୀୟ ଭଜନ ସମ୍ରାଟ ଭିକାରୀ ବଳ ସଂଗୀତ ପ୍ରତିଯୋଗୀତା -୨୦୨୬
by
Proprietor Abhimanyu Maharana
October 7, 2026
ଏଫ୍୩୫ ସିରିଜ୍ ବଜାର ପ୍ରବେଶ ସହିତ ଭାରତରେ ଏଫ୍ ସିରିଜର ୧୦ ବର୍ଷ ପୂର୍ତ୍ତି ପାଳନ କଲା ଓପୋ
by
Proprietor Abhimanyu Maharana
October 7, 2026
OPPO Celebrates a 10 of F Series in India with the Launch of F35 Series, Bringing the Group Selfie Expert to a New Generation
by
Proprietor Abhimanyu Maharana
October 7, 2026
୭ମ ଓଡ଼ିଶା ଟ୍ରାଭେଲ ବଜାର ସଫଳତାର ସହ ଉଦ୍ଯାପିତ : ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରରେ ଯୋଡ଼ିହେଲା ନୂଆ ଅଧ୍ୟାୟ
by
Proprietor Abhimanyu Maharana
October 7, 2026
7th Odisha Travel Bazaar Concludes Successfully, Marking a New Chapter in Odisha’s Tourism Journey
by
Proprietor Abhimanyu Maharana
October 7, 2026