ବାଲିଗୁଡା ମା’ ପାଟଖଣ୍ଡା ଠିକାଦାର ସଂଘର ବୈଠକ

କ.ନୂଆଗାଁ ଏବଂ ବାଲିଗୁଡା ଅଞ୍ଚଳ ର ପ୍ରାୟ ୫୦ ରୁ ଊର୍ଧ୍ଵ ଠିକାଦାର ଯୋଗ ଦେଇଥିଲେ | ଏଥିରେ ସଙ୍ଘ ଉପସଭାପତି ପ୍ରଦୀପ କୁମାର ନାୟକ, ପ୍ରକାଶ ନାୟକ, ସାଧାରଣ ସମ୍ପାଦକ ରଞ୍ଜିତ କୁମାର ସାହୁ, କୋଷାଧ୍ୟକ୍ଷ ଅଭୟ କୁମାର ପାତ୍ର ସମେତ ଦିବାକର ବେହେରା, ଜିତୁ ପାତ୍ର, ସୁଜିତ ପାଳ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ |
Related Content
ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ
by
Proprietor Abhimanyu Maharana
March 14, 2026
ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ
by
Proprietor Abhimanyu Maharana
March 14, 2026
ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ
by
Proprietor Abhimanyu Maharana
March 14, 2026
ସାଇବର ଠକେଇ ୨ ଗିରଫ ୧୩ ଚେକବୁକ ୧୩ ପାସବୁକ ଜବତ
by
Proprietor Abhimanyu Maharana
March 14, 2026
ମାଓମୁକ୍ତ ହେବ ସମଗ୍ର କନ୍ଧମାଳ ଜିଲ୍ଲା, ଅସ୍ତ୍ରଶସ୍ତ୍ର ତ୍ୟାଗ କରି ମୁଖ୍ୟ ସ୍ରୋତକୁ ଫେରିଲେ ୧୦ ମାଓବାଦୀ
by
Proprietor Abhimanyu Maharana
March 14, 2026
ନୟାଗଡ଼ରୁ ବିଶ୍ୱ ଶାନ୍ତି ବାର୍ତ୍ତା ଦେଲା ସିଭିଲ ସୋସାଇଟି
by
Proprietor Abhimanyu Maharana
March 14, 2026