Home ଓଡ଼ିଶା ଖାନ ଫାଉଣ୍ଡେସନ ପକ୍ଷରୁ ମୁସଲମାନ ବସ୍ତିରେ ଶୁଖିଲା ଖାଦ୍ୟ ପୁଡିଆ ବଣ୍ଟନ by Proprietor Abhimanyu Maharana 6 months ago Share on FacebookShare on TwitterWhatsapp ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ରମଜାନ ମାସ ଉପଲକ୍ଷେ ଗୁରୁବାର ହାଜିପୁର ମସଜିଦ ପରିସରରେ ଖାନ ଫାଉଣ୍ଡେସନ, ପାରାଦୀପ ପରିବହନ ଲିମିଟେଡ଼ର ଅଧ୍ୟକ୍ଷ ଏବଂ ମନେଜିଙ୍ଗ ଡିରେକଟର ଡ଼. ଖଲିଦ ଖାନ ହାଜିପୁର ମୁସଲମାନ ଭାଇ ଭଉଣୀ ମାନଙ୍କୁ ଶୁଖିଲା ଖାଦ୍ୟ ପୁଡିଆ ବଣ୍ଟନ କରିଛନ୍ତି l ଏହି ଖାଦ୍ୟକୁ ଧ୍ୟାନକୁଦ ମନ୍ଦିର ପରିଚାଳନା କମିଟି ର ସମ୍ପାଦକ ବିଭୁଦତ୍ତ ସାହୁ, ତ୍ରିଲୋଚନ ବେହେରା, ପ୍ରଶାନ୍ତ କୁମାର ଭୂୟାଁ, ମୀର ଆଖମଲ ଅଲ୍ଲୀ, ମୀର ଅଫସର ଅଲ୍ଲୀ, ବାସୁଦେବ ବାହାଲିଆ, ରୁଦ୍ର ପ୍ରତାପ ଭୂୟାଁ, ପ୍ରମୁଖ ଉପସ୍ଥିତ ରହି ବସ୍ତି ବାସିନ୍ଦାଙ୍କୁ ଶୁଖିଲା ଖାଦ୍ୟପୁଡିଆ ବଣ୍ଟନ କରିଥିଲେ l Categories: ଓଡ଼ିଶା, ଜଗତସିଂହପୁର, ହୋମ୍ Related Content ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ by Proprietor Abhimanyu Maharana September 8, 2026 ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ by Proprietor Abhimanyu Maharana September 8, 2026 ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୬ରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା; ରାଉରକେଲା ଓ କଳିଙ୍ଗନଗରକୁ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ by Proprietor Abhimanyu Maharana September 8, 2026 Strengthening Odisha’s Power Transmission Infrastructure: A New Era of Confidence in Power System of Odisha by Proprietor Abhimanyu Maharana September 8, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତକଙ୍କ ପରିଚୟ ଚିହ୍ନଟ, ପରିବାରକୁ ହସ୍ତାନ୍ତର ମୃତଦେହ by Proprietor Abhimanyu Maharana September 7, 2026 କାରିଗରଙ୍କ ସହିତ ବିଶ୍ୱକର୍ମାଙ୍କ ଆଶୀର୍ବାଦ ଅଛି, ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ by Proprietor Abhimanyu Maharana September 7, 2026