Home ଓଡ଼ିଶା ୭ମ ମାଁ ବସ୍ତରେନ୍ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ୍ ଉଦଯାପିତ by Proprietor Abhimanyu Maharana 5 months ago Share on FacebookShare on TwitterWhatsapp ତୁରେକେଲା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଗତ ସପ୍ତାହ ଧରି ଚାଲିଥିବା ୭ମ ମାଁ ବସ୍ତରେନ୍ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଯାଇଛି । ଫାଇନାଲ ରାଉଣ୍ଡ ରେ ତୁରେକେଲା ଓ ସଲେମୁଡଗା ଦୁଇ ଟିମ୍ ମଧ୍ୟରେ ଫାଇନାଲ ମୁକାବିଲା ହୋଇ, ତୁରେକେଲା ଦଳ ଚମ୍ପିୟାନ ହୋଇ ଥିଲା l ମୁଖ୍ୟ ଅତିଥି ଭାବରେ ଶ୍ରୀମତୀ ନିରୂପମା ମାଝୀ ( ପୂର୍ବତନ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷl) ସମ୍ମାନୀତ ଅତିଥି ଭାବରେ,ସାମ୍ବାଦିକ ତୁଳସୀ ରାମ୍ ଜଗତ। , ଭୁବନ୍ ପଟେଲ୍, ପିଙ୍କୀ ଖର୍ସେଲ, ଧୁବ୍ଲେ ପନିକା, ସାଧୁ ତାଣ୍ଡି, ଲୋକେଶ ପଟେଲ୍, ସହ ଆୟୋଜକ କମିଟି ଆମ୍ବେଦକର ଯୁବକ ସଙ୍ଘ, ସୁଜିତ୍ ସିପକା, ମଦନ ତାଣ୍ଡି, ଖୁସିରାମ୍, ବିଘ୍ନେ, ସୁରେନ୍ଦ୍ର, ରଞ୍ଜନ ପ୍ରମୂଖ ଙ୍କ ସହଯୋଗ ରେ ଖେଳ ସଫଲ ହୋଇଥିଲା l Categories: ଓଡ଼ିଶା, ଖେଳ, ବଲାଙ୍ଗିର, ହୋମ୍ Related Content ଆକାଶ ପଥରେ କାର୍ଯ୍ୟରତ ବିମାନ ଏବେ ସ୍ଥଳପଥରେ ଜନତାଙ୍କ ରେସ୍ତୋରାଁ by Proprietor Abhimanyu Maharana August 10, 2026 ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ପ୍ରଦେଶ ଯୁବ କଂଗ୍ରେସର ବିଶାଳ ଶୋଭାଯାତ୍ରା by Proprietor Abhimanyu Maharana August 9, 2026 ତ୍ରିରଙ୍ଗା ୧୪୦ କୋଟି ଭାରତୀୟଙ୍କ ସ୍ୱାଭିମାନ ଓ ଗୌରବର ପ୍ରତୀକ : ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana August 9, 2026 169 ଜନଜାତି ଗୋଷ୍ଠୀ କୁ ST ମାନ୍ୟତା ଦାବୀ ଦୋହରାଇଲେ ନବୀନ ପଟ୍ଟନାୟକ by Proprietor Abhimanyu Maharana August 9, 2026 ଡାକ୍ତରଙ୍କ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ by Proprietor Abhimanyu Maharana August 9, 2026 ସମୀକ୍ଷାର ବାର୍ଷିକ ଉତ୍ସବରେ ବାଲିପାଟଣା ପ୍ରେସ କ୍ଲବ ସମ୍ମାନିତ by Proprietor Abhimanyu Maharana August 9, 2026