ଡକାୟତି ଉଦ୍ୟମ ପଣ୍ଡ ମାରଣାସ୍ତ୍ର ସମେତ ୭ ଜଣିଆଡକାୟତ ଗିରଫ

ଗିରଫ ଡକାୟତ ମାନେ ହେଲେ ଜଂକିଆ ଥାନା ଅନ୍ତର୍ଗତ ଛଣଗିରି ଗ୍ରାମର ଏସ୍ କେ କରିମ,ଏସକେ ଅଜିମ,ଏସକେ ସମିମ,ରାଜୁ ଖାନ,ଗୋବିନ୍ଦ ଜେନା,ଖୋର୍ଦ୍ଧା ମକୁନ୍ଦପ୍ରସାଦରଫାରୁକ ଖାନ ଓ ନିରାକାରପୁର ଥାନା ପଦ୍ମପୁର ଗ୍ରାମର ରଂଜନ ସ୍ୱାଇଁ।ସମସ୍ତ ଡକାୟତ ମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ।
Related Content
ସ୍ବର୍ଗତ ଛାତ୍ର ସନ୍ତୋଷ ସାହୁଙ୍କ ସ୍ମୃତି ଚାରଣ ସଭା
by
Proprietor Abhimanyu Maharana
August 10, 2026
ବାଙ୍କୋଇ - ପାଟବନ୍ଧ ଗ୍ରାମ୍ୟ ଉର୍ନ୍ନୟନ ରାସ୍ତା ମରଣଯନ୍ତା ପରିଣତ
by
Proprietor Abhimanyu Maharana
August 10, 2026
1984 ମସିହା ISc ଵେଚ ର ବନ୍ଧୁ ମିଳନ
by
Proprietor Abhimanyu Maharana
August 10, 2026
ହରଘର ତ୍ରିରଙ୍ଗା ଅବସରରେ କଳା ପ୍ରଦର୍ଶନ କର୍ମଶାଳା
by
Proprietor Abhimanyu Maharana
August 10, 2026
ଆକାଶ ପଥରେ କାର୍ଯ୍ୟରତ ବିମାନ ଏବେ ସ୍ଥଳପଥରେ ଜନତାଙ୍କ ରେସ୍ତୋରାଁ
by
Proprietor Abhimanyu Maharana
August 10, 2026
ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ପ୍ରଦେଶ ଯୁବ କଂଗ୍ରେସର ବିଶାଳ ଶୋଭାଯାତ୍ରା
by
Proprietor Abhimanyu Maharana
August 9, 2026