ରାଧା ଗୋବିନ୍ଦ ବିମାନରେ ଝୁଲି ଝୁଲି ସାହି ପରିକ୍ରମା କରି ଭୋଗ ଖାଉଛନ୍ତି : ପୂଜା ପାଉଛନ୍ତି ଦୋଳ ବିମାନରେ ରାଧା କୃଷ୍ଣ

ପ୍ରତି ଗାଁ ଗାଁ ରେ ନାମ ଯଜ୍ଞ,ଘୃତ ଯଜ୍ଞ,ଅନ୍ନ ଯଜ୍ଞ ଆୟୋଜିତ ହୋଇ ସମଗ୍ର ଅଞ୍ଚଳ ଉତ୍ସବ ପରିବେଶ ଲାଗି ରହିଥାଏ l ହରିବୋଲ,ହୁଳହୁଳି, ଶଙ୍ଖନାଦ, ଭଜନ କୀର୍ତ୍ତନରେ ଗାଁଦାଣ୍ଡ ଉଛୁଳି ପଡୁଥିବା ବେଳେ ଦୋଳ ବିମାନ କୁ କାନ୍ଧେଇ ଗାଁ ଗାଁ ବୁଲି ଦୋଳ ବିମାନ ପୂଜା ସହ ଦୋଳ ଉତ୍ସବ ପାଇଁ ସବୁ ଗାଁ ଏବେ ଉତ୍ସବମୁଖର ହୋଇଉଠିଛି ।
Related Content
ବିଜୁବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତି ପାଳିତ
by
Proprietor Abhimanyu Maharana
March 6, 2026
ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନସିଂ ଅଫିସରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କଲା
by
Proprietor Abhimanyu Maharana
March 6, 2026
ପଞ୍ଚୁ ଦୋଳରେ ପୁରପଲ୍ଲୀ ଉତ୍ସବ ମୁଖର
by
Proprietor Abhimanyu Maharana
March 6, 2026
"କଳାକ୍ଷେତ୍ର"ର ରାଜ୍ୟମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ଜିଲ୍ଲାରେ "କଳାକ୍ଷେତ୍ର ଗାଁ" ପ୍ରତିଷ୍ଠା ଲାଗି ପ୍ରସ୍ତାବିତ କାର୍ଯ୍ୟକ୍ରମ
by
Proprietor Abhimanyu Maharana
March 6, 2026
ନିଆଳି ମହାବିଦ୍ୟାଳୟରେ ପ୍ରାଣୀବିଜ୍ଞାନ ବିଭାଗର ବାର୍ଷିକ ସେମିନାର ଅନୁଷ୍ଠିତ
by
Proprietor Abhimanyu Maharana
March 6, 2026
ବିଜୁ ଜୟନ୍ତୀ ପାଳିତ
by
Proprietor Abhimanyu Maharana
March 6, 2026