Home ଓଡ଼ିଶା ବଡ଼ପଣ୍ଡୁସର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରଠାର ଜରାୟୁ ଗ୍ରିବା କର୍କଟ ପ୍ରତିଷେଧକ ଟୀକାକାରଣ ଶୁଭାରମ୍ଭ by Proprietor Abhimanyu Maharana 5 months ago Share on FacebookShare on TwitterWhatsapp ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ନୟାଗଡ଼ ବ୍ଲକ ବଡ଼ପଣ୍ଡୁସର ଗୋଷ୍ଟି ଗୋଷ୍ଠି କେନ୍ଦ୍ରଠାର ହ୍ୟୁମାନ ପାପିଲୋମା ଭାଇରସ (HPV) ଗୋଷ୍ଠି ଚିକିତ୍ସା ଅଧିକାରୀ ଡାକ୍ତର ଜ୍ଞାନ ଜ୍ୟୋତି ଦାସ ଦ୍ଵାରା ଶୁଭାରମ୍ଭ କରିଥିଲେ । ମୁଖ୍ୟ ଅତିଥି ଭାବେ ଡାକ୍ତର ନମ୍ରତା ଦାସ ହ୍ୟୁମାନ ପାପିଲୋମା ଭାଇରସ (HPV) ଟୀକାକାରଣ ଜରାୟୁ ଗ୍ରିବା କର୍କଟ ରୋଗ ପ୍ରତିରୋଧ ପାଇଁ ସୁରକ୍ଷା ପ୍ରଧାନ କରାଯାଏ । ଏହି ଟୀକା ୧୪ -୧୫ ବର୍ଷ ବୟସର ସୁସ୍ଥ୍ କିଶୋରିକୁ ଦିଆଯିବ । ଜରାୟୁ ଗ୍ରିବା କର୍କଟ ରୋକିବାରେ ଏହି ଟୀକା ଏକ ମହତୁ ପଦକ୍ଷେପ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଅଭିଯାନକୁ ସଫଳ କରିବା ପାଇଁ ଯୋଗ୍ୟ କିଶୋରୀଙ୍କୁ ଟୀକା ପ୍ରଦାନ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଚାଲୁରହିବ । ନିଜ କନ୍ୟାମାନଙ୍କୁ ଏହି ଟୀକା ଦେବା ପାଇଁ ସଚେତନତା ହେବାକୁ ଅନୁରୋଧ କରାଯାଇ ଅଛି। ଗୋଷ୍ଟି ସମ୍ପସାରଣ ଅଧିକାରୀ ସୁରେନ୍ଦ୍ର ପ୍ରଧାନ,ବ୍ଲକ କ୍ରାଯ୍ୟକ୍ରମ ପରିଚାଲିକା ନିବେଦିତା ପ୍ରଧାନ, ବରିଷ୍ଠ ଚିକିତ୍ସା ତଦାରଖକାରୀ ଦୀପକ ଦଳବେହେରା, ମମତା ସାମନ୍ତରା, ରିଆଜ ଅହମଦ ମଲ୍ଲିକ , ମମତା ସାମନ୍ତରା ସ୍ୱାସ୍ଥ୍ୟ ବିଭାର ସମସ୍ତ କର୍ମଚାରୀ ଓ କିଶୋରୀ ବାଳିକା ମାନେ ଉପସ୍ତିତ ଥିଲେ . ଗୋଷ୍ଠି କେନ୍ଦ୍ରଠାର ପକ୍ଷରୁ ଅଭିଭାବ ମାନକୁ ନିଜ କନ୍ୟା ମାନକୁ ଅହି ଟୀକା ଦେବା ପାଈ ସଚେତନତା ହେବାକୁ ଅନୁରୋଧ କରାଯାଈଅଛି । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ପାଇଁ କବୀମାନେ ଯତ୍ନ୍ନବାନ ହୁଅନ୍ତୁ by Proprietor Abhimanyu Maharana August 10, 2026 ସ୍ବର୍ଗତ ଛାତ୍ର ସନ୍ତୋଷ ସାହୁଙ୍କ ସ୍ମୃତି ଚାରଣ ସଭା by Proprietor Abhimanyu Maharana August 10, 2026 ବାଙ୍କୋଇ - ପାଟବନ୍ଧ ଗ୍ରାମ୍ୟ ଉର୍ନ୍ନୟନ ରାସ୍ତା ମରଣଯନ୍ତା ପରିଣତ by Proprietor Abhimanyu Maharana August 10, 2026 1984 ମସିହା ISc ଵେଚ ର ବନ୍ଧୁ ମିଳନ by Proprietor Abhimanyu Maharana August 10, 2026 ହରଘର ତ୍ରିରଙ୍ଗା ଅବସରରେ କଳା ପ୍ରଦର୍ଶନ କର୍ମଶାଳା by Proprietor Abhimanyu Maharana August 10, 2026 ଆକାଶ ପଥରେ କାର୍ଯ୍ୟରତ ବିମାନ ଏବେ ସ୍ଥଳପଥରେ ଜନତାଙ୍କ ରେସ୍ତୋରାଁ by Proprietor Abhimanyu Maharana August 10, 2026