Home ଓଡ଼ିଶା ସୁକତେଲ ମହୋତ୍ସବର ଦ୍ଵିତୀୟ ଦିବସ – ଦର୍ଶକଙ୍କୁ ଆକର୍ଷିତ କରୁଛି କଂସ ଦରବାର by Proprietor Abhimanyu Maharana 7 months ago Share on FacebookShare on TwitterWhatsapp ବଲାଙ୍ଗୀର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବଲାଙ୍ଗୀର ବ୍ଲକ ଅନ୍ତର୍ଗତ ବାନ୍ଧନ ଘୋର ଗ୍ରାମାରେ ଚାଲିଥିବା ତୃତୀୟ ସୁକତେଲ ମହୋତ୍ସବର ଆଜି ଥିଲା ଦ୍ଵିତୀୟ ଦିବସ । ଆଜି ସଭାରେ ସଭାପତିତ୍ୱ ରାମଚନ୍ଦ୍ର ପ୍ରଧାନ। ଅତିଥି ଭାବରେ ଯୋଗ ଦେଇଥିଲେ ଗୁଡ଼ାଭେଲା ବିଡ଼ିଓ ଶ୍ରୀ ଗୁରେଶ୍ବର ଭୋଇ, ଦେଓଗାଁ ବିଡ଼ିଓ ପ୍ରିୟ ରଞ୍ଜନ କୁମାର ,ସଇଁତଳା ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧା, ପୂର୍ବତନ ବିଡ଼ିଓ କେସିଙ୍ଗା ଶ୍ରୀ ପଦ୍ମନାଭ ପୁରୋହିତ। ବିଶ୍ୱଜିତ କୁମାର ନାଥଙ୍କ ସଂଯୋଜନାରେ ଅନୁଷ୍ଠିତ ଆଜିର ଉତ୍ସବରେ ପ୍ରଥମ ଅଧିବେଶନରେ ସମ୍ବଲପୁର,ବଲାଙ୍ଗୀର ଜିଲ୍ଲାର ଦଣ୍ଡ କଳାକାର ମାନେ । ତାପରେ କଂସ ଦରବାର ଅନୁଷ୍ଠିତ ହୋଇଥିଲା । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସୁକତେଲ ମହୋତ୍ସବ କମିଟିର ସଦସ୍ୟ ସୁରେଶ କୁମାର ମେହେର । କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଚିଙ୍କୁ ପ୍ରଧାନ,ପ୍ରସନ୍ନ ଗହୀର,ସତ୍ୟ ଗହୀର,ଦେବାଶିଷ ପାଣ୍ଡିଆ ଓ ସୁରେଶ ବୁଡେକ । ଆଖପାଖ ଅଞ୍ଚଳର ଶହ ଶହ ଦର୍ଶକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ସାଧାରଣ ଚିକିତ୍ସାଳୟ ରେ ଅସାଧାରଣ ଅବ୍ୟବସ୍ଥା - ରୋଗୀ ସେବା ବ୍ୟାହତ by Proprietor Abhimanyu Maharana September 16, 2026 ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026