କଟକରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ

କାର୍ଯ୍ୟକ୍ରମ ପ୍ରାରମ୍ଭରେ କାଠଯୋଡ଼ି ବିହାର ସାହିର ସମ୍ପାଦିକା ଶ୍ରୀମତୀ ବିମଳା ରଣା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସ୍ଥାନୀୟ ଜଳସାଥୀ ଶ୍ରୀମତୀ ସାଗରିକା ବେହେରା ଅଞ୍ଚଳର ଲୋକଙ୍କର ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ପ୍ରାୟତଃ ୯୦ ଜଣ ସଦସ୍ୟ ଓ ସଦସ୍ୟା ଅଂଶଗ୍ରହଣ କରିଥିଲେ। ଅବଶେଷରେ କାର୍ଯ୍ୟକ୍ରମର ସଫଳତା ଲାଗି ଶ୍ରୀ ଚିନ୍ମୟ ମହାପାତ୍ର ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Related Content
ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ
by
Proprietor Abhimanyu Maharana
June 20, 2026
ଗୌଡ଼ବାଡ଼ ସାହିରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ
by
Proprietor Abhimanyu Maharana
June 20, 2026
ପୁରୀ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ସାମିଲ ହେଲେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ
by
Proprietor Abhimanyu Maharana
June 20, 2026
ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା
by
Proprietor Abhimanyu Maharana
June 20, 2026
Malabar Gold & Diamonds Unveils 'Nuwa', a Natural Diamond Collection Inspired by Nature's Finest Creations
by
Proprietor Abhimanyu Maharana
June 20, 2026
ଘରୁ ଡାକି ନେଇ ଯୁବକଙ୍କୁ ପିଟି ପିଟି ନିର୍ମମ ହତ୍ୟା : ଗିରଫ ଦାବୀରେ ରାସ୍ତା ଅବରୋଧ
by
Proprietor Abhimanyu Maharana
June 20, 2026