ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଗଜପତି ଜିଲ୍ଲାର କାଶୀନଗର ତହସିଲରେ ପୁଣି 4 ଟିକିଆ ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ ପନିପରିବା, ମକା ଓ ଆଖୁ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି. ଏହି ତହସିଲ ଅନ୍ତର୍ଗତ ଖାଣ୍ଡବା ପଞ୍ଚାୟତ ଅଞ୍ଚଳର ପୁର୍ରୁଟିଗୁଡ଼ା, ଭନ୍ନା, ଗୈରୀ ଆଦି ଅଞ୍ଚଳରେ ଚାରୋଟି ଜଙ୍ଗଲୀ ହାତୀପଲ ଗ୍ରାମ ମୁହାଁ ହୋଇ ଫସଲ ନଷ୍ଟ କରିବାରେ ଲାଗିଛନ୍ତି ।

