ମାହେନ୍ଦ୍ର ବେଳାରେ ଗଣତି ମଣତି ହେବ ରତ୍ନଭଣ୍ଡାର ଅଳଙ୍କାର
କେବଳ ପାଳିଆ ସେବାୟତ ଶ୍ରୀମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ ସେବାପୂଜା କରିବେ। ବିଶେଷ ଦିନ ମାନଙ୍କରେ ଗଣତିମଣତି ବନ୍ଦ ରହିବ। ଆସନ୍ତା ସପ୍ତାହରେ ପରିଚାଳନା କମିଟି ବୈଠକରେ ଜଣାପଡିବ କେଉଁ ତାରିଖ ଓ ଶୁଭ ମୂହୁର୍ତ୍ତରେ ଗଣତିମଣତି ପ୍ରକ୍ରିୟା ଆରମ୍ଭ ହେବ। ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକଙ୍କ ସମେତ ଜିଲ୍ଲାପାଳ ଦିବ୍ଯ ଜ୍ଯୋତି ପରିଡା, ଏସପି ପ୍ରତୀକ ସିଂ, ପରିଚାଳନା କମିଟିର ସଦସ୍ଯ ଓ ଶ୍ରୀମନ୍ଦିର ବରିଷ୍ଠ ଅଧିକାରୀଙ୍କ ମାନେ ଉପସ୍ଥିତ ଥିଲେ ।
Related Content
ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ
by
Proprietor Abhimanyu Maharana
June 20, 2026
ଗୌଡ଼ବାଡ଼ ସାହିରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ
by
Proprietor Abhimanyu Maharana
June 20, 2026
ପୁରୀ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ସାମିଲ ହେଲେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ
by
Proprietor Abhimanyu Maharana
June 20, 2026
ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା
by
Proprietor Abhimanyu Maharana
June 20, 2026
Malabar Gold & Diamonds Unveils 'Nuwa', a Natural Diamond Collection Inspired by Nature's Finest Creations
by
Proprietor Abhimanyu Maharana
June 20, 2026
ଘରୁ ଡାକି ନେଇ ଯୁବକଙ୍କୁ ପିଟି ପିଟି ନିର୍ମମ ହତ୍ୟା : ଗିରଫ ଦାବୀରେ ରାସ୍ତା ଅବରୋଧ
by
Proprietor Abhimanyu Maharana
June 20, 2026