ବେଗୁନିଆ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କେନ୍ଦ୍ର ତଥା ରାଜ୍ୟ ସରକାର କ୍ଷମତାଧିନ ଥିବାବେଳେ ବର୍ତ୍ତମାନ ସୁଦ୍ଧା ଆଇନ୍ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ଥ ହେଉଥିବାର ଦେଖିବାକୁ ମିଳୁଛି । ପ୍ରତ୍ୟେକ ଗ୍ରାମରୁ ଆରମ୍ଭ କରି ସହରାଞ୍ଚଳର ଗଳି କନ୍ଦିରେ ଦେଖିବାକୁ ମିଳୁଛି ମଦ ,

ଗଞ୍ଜେଇ , ହିରୋଇନ୍, ଚରସ୍ ବେପାରୀଙ୍କର ଆଡ୍ଡା । ଅନ୍ୟପକ୍ଷରେ ଖଣି ମାଫିଆ ସାଙ୍ଗାକୁ ଡ୍ରଗସ କାରବାର ମନ୍ଧ୍ୟ ଦୃତଗତିରେ ବୃଦ୍ଧି ପାଉଥିବାର ସଂକେତ ମିଳୁଛି ।

ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅଧିନସ୍ଥ  ଵରପଦା ଅଞ୍ଚଳରେ ବିପୁଳ ପରିମାଣର ପୋଚ ନଷ୍ଟ  ସହିତ ସରଞ୍ଜାମ ଉପରେ ଚଢାଉ କରିଛି ବେଗୁନିଆ ଓ ଖୋର୍ଦ୍ଧା ଅବକାରୀ ବିଭାଗ ।

Exit mobile version