କରୋନା ପାଇଁ ବଦଳିଲା ବିଧାନସଭର ବିଧି ; ସାଢେ ୪ ଘଂଟା ଚାଲିବ ଅଧିବେଶନ

ଓଡ଼ିଶା ତାଜା ନ୍ୟୁଜ (୨୫ ସେପ୍ଟେମ୍ବର ଶୁକ୍ରବାର) ଭୁବନେଶ୍ୱର :- କରୋନା ପାଇଁ ବଦଳିଲା ବିଧାନସଭର ବିଧି । ସର୍ବଦଳୀୟ ବୈଠକରେ ନିଷ୍ପତି, ଆସନ୍ତା ୨୯ ତାରିଖ ଦିନ ୧୧ଟାରୁ ଆରମ୍ଭ ହେବ ଅଧିବେଶନ । ଦିନକୁ ୨ ପର୍ଯ୍ୟାୟରେ ସାଢେ ୪ ଘଂଟା ଚାଲିବ ଗୃହକାର୍ଯ୍ୟ, ରହିବନି ପ୍ରଶ୍ନକାଳ

Exit mobile version