ବେଲପଡ଼ା/କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ତୁରେକେଲା ବ୍ଲକ ଅନ୍ତର୍ଗତ ବାନ୍ଧନପାଲି ଆଶ୍ରମ ବିଦ୍ୟାଳୟରେ ଷଷ୍ଠ ବାର୍ଷିକ ଉତ୍ସବ ମହା ଧୂମଧାମରେ ପାଳିତ ହୋଇଯାଇଛି।ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶିଶୁ ସାହିତ୍ୟିକ ବିରଞ୍ଚି ନାରାୟଣ ଦାଶ ମୁଖ୍ୟବକ୍ତା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବୈକୁଣ୍ଠ ନାଥ ପଣ୍ଡା, ରବି ନାରାୟଣ ତ୍ରିପାଠୀ, ସାମ୍ବାଦିକ ତୁଳସୀରାମ ଜଗତ,

