ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି କଲେଜ ଛକ ନିକଟରେ ଏକ ଅତ୍ୟାଧୁନିକ ଜୁଏଲାରୀ ଦୋକାନର ର ଶୁଭ ଉଦଘାଟନ ବିଧାୟକ ରୂପେସ ପାଣିଗ୍ରାହୀ ଙ୍କ ଦ୍ଵାରା ହୋଇଯାଇଛି , ପ୍ରଥମେ ବିଧାୟକ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା , ପରେ ବିଧାୟକ ଫିତା କାଟି ଶୁଭ ଉଦଘାଟନ କରିଥିଲେ, ଏହି ଜୁଏଲାରୀ ଦୋକାନର ପୁର୍ବରୁ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ରେ ଦୁଇଗୋଟି ଓ ପଲସା ଠାରେ ଗୋଟିଏ ବ୍ରାଞ୍ଚ ଥିବାବେଳେ ଓଡ଼ିଶାରେ କିଛି ଦିନ ପୂର୍ବେ ଗୁଣୁପୁର ଠାରେ ଏକ କାର୍ଯ୍ୟାଳୟ ସ୍ଥାପନ କରାଯାଇଥିଲା, 

