ସମନ୍ବିତ ଶିଶୁ ବିକାଶ ସେବା ତରଫରୁ ବେଟି ବଚାଓ ବେଟି ପଢାଓ ସଚେତନତା ସଭା

ସେମାନଙ୍କ ମଧ୍ୟରେ ଟିକେଶ୍ୱରୀ ମେହେର ପ୍ରଥମ,ଜ୍ୟୋତ୍ସ୍ନାମୟୀ ସାହୁ ଦ୍ୱିତୀୟ, ଶ୍ରିୟା ଦାସ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ସେମାନଙ୍କୁ ପୁରସ୍କାର ସ୍ୱରୂପ ଅର୍ଥ ରାଶି ପ୍ରଦାନ କରାଯାଇଥିଲା । ଏହି ସଭାରେ ଶୋଭାବନ ନାୟକ,ଡମ୍ବରୁ ମେହେର, ନିବେଦିତା ବାରିକ,ରଶ୍ମିତା ଦାସ,ଦିବାନୀ ରଣା, ସତ୍ୟବତି ନାଗ,ନେହେରୁ ମେହେର,କିଶୋରୀ ବାଳିକା, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଯୋଗ ଦେଇଥିଲେ ।
Related Content
ପରମ୍ପରାକୁ ବଞ୍ଚାଇ ରଖିବାକୁ ପରିବାରୁ ଅଭିଯାନ ଆରମ୍ଭ ହେଉ : ବାବୁ ସିଂ
by
Proprietor Abhimanyu Maharana
June 8, 2026
ଶ୍ରମିକ କଂଗ୍ରେସର ତିନି ନେତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
by
Proprietor Abhimanyu Maharana
June 8, 2026
ଖୋର୍ଦ୍ଧାରୋଡ଼ ମଣ୍ଡଳରେ ବିଶ୍ୱ ପରିବେଶ ଦିବସ ପାଳିତ
by
Proprietor Abhimanyu Maharana
June 8, 2026
ନୂତନ ଉତ୍କଳ ୟୁଥ ଚାରିଟେବୁଲ ଟ୍ରଷ୍ଟ ଶୁଭ ଉଦଘାଟନ
by
Proprietor Abhimanyu Maharana
June 8, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର ମନୋଜ ତ୍ରିପାଠୀ
by
Proprietor Abhimanyu Maharana
June 8, 2026
କାର ଚାଳକର ବେପରୁଆ ଗାଡ଼ି ଚାଳନା, ଦୁର୍ଘଟଣା ଘଟାଇ ଫେରାର୍ : ଦେବଦୂତ ସାଜି ଗୁରୁତର ବାଇକ୍ ଚାଳକଙ୍କ ଜୀବନ ବଞ୍ଚାଇଲେ 'ସଂକଳ୍ପ ପରିବାର'ର
by
Proprietor Abhimanyu Maharana
June 8, 2026