ପୋଷଣ ଭି ପଢ଼ାଇ ଭି ତାଲିମର ଶେଷ

ତୁରେକେଲା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ପୋଷଣ ଭି ପଢ଼ାଇ ଭି ତାଲିମର ଶେଷ ଦିବସରେ ତୁରେକେଲା CDPO ଶ୍ରୀମତୀ ବାସନ୍ତୀ ଭୋଇ ଦ୍ଵିପ ପ୍ରଜଲ୍ଵନ କରି ଶୁଭାରମ୍ଭ କହିଥିଲେ,ଏହି କାର୍ଯ୍ୟକ୍ରମ ଗତ ୧୭ ତାରିଖ ଠାରୁ ଆରମ୍ଭ କରାଯାଇଥିଲା ପ୍ରଥମେ CDPO ତୁରେକେଲା ଜନ୍ମ ରୁ ୬ ବର୍ଷ ଶିଶୁଙ୍କ ପାଇଁ ପୋଷଣ ର ଗୁରୁତ୍ଵ ଓ ଶିକ୍ଷା ର ମହତ୍ତ୍ଵ ବିଷୟ ରେ ସମସ୍ତ ଙ୍କୁ ଅବଗତ କରିଥିଲେ

ସମସ୍ତ supervisor ମାନେ ତାଲିମ ପ୍ରଦାନ କରିଥିଲେ ଅଂଶଗ୍ରହଣ କରୀଙ୍କ ମଧ୍ୟରେ ୧୦ ଗୋଟି ଦଳ ଗଠନ କରାଯାଇ,ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରାଯାଇଥିଲା ପୋଷଣ ଭି ପଢ଼ାଇ ଭି କାର୍ଯ୍ୟକ୍ରମ କୁ ନେଇ ,

ପ୍ରଶ୍ନପତ୍ର ପ୍ରସ୍ତୁତ କରିଥିଲା ଏବଂ ଉତ୍ତର ଲେଖିବାକୁ ଦିଆଯାଇଥିବା ତିନି ଦିନର କାର୍ଯ୍ୟକ୍ରମକୁ ନେଇ ଦଳଗତ ଭାବରେ ଗୋଟିଏ topic କୁ ନେଇ ଗ୍ରୁପ୍ discussion କରା ଯାଇଥିଲ ୨ୟ ଦିବସ ରେ ଉପଖଣ୍ଡ ସ୍ତରୀୟ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ସ୍ୱର୍ଣ୍ଣପ୍ରଭା ଦାଶ ଯୋଗଦାନ କରି ତାଙ୍କର ଅଭିଜ୍ଞତା ବିଷୟରେ ଶିକ୍ଷାଦାନ କରିଥିଲେ ଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ତାଲିମ କାର୍ଯ୍ୟକ୍ରମ କୁ ସମାପ୍ତ କରାଯାଇଥିଲା l

 

Exit mobile version