ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଦିନକୁ ଦିନ ସମାଜରେ ଯୁବବର୍ଗ ପଥଭ୍ରଷ୍ଟ ହୋଇ ଚୋରି, ହତ୍ୟା, ଦୁଷ୍କର୍ମ ଆଦି ବିଭିନ୍ନ ସଙ୍ଗିନ ଅପରାଧ ଘଟାଇବାରେ ଲାଗିଛନ୍ତି । ସେଇଭଳି ଏକ ଦୁଷ୍କର୍ମ ଉଦ୍ୟମ ମାମଲା ଗତ ୨୦୨୪ ନଭେମ୍ବର ମାସରେ ଗଜପତି ଜିଲ୍ଲା ମୋହନା ଥାନା ଅଧିନରେ ଘଟିଯାଇଥିଲା; ଯେଉଁ ମାମଲାର ଶୁଣାଣି କରି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ଜୁଭେନାଇଲ ଜଷ୍ଟିସ ବୋର୍ଡର ମାନ୍ୟବର ରେଜିଷ୍ଟ୍ରାର ତଥା ମୁଖ୍ୟ ମାଜିଷ୍ଟ୍ରେଟ ପ୍ରସନ୍ନ କୁମାର ବେହେରା ନାବାଳକ ଅଭିଯୁକ୍ତଙ୍କୁ ଭାରତୀୟ ନ୍ୟାୟ ସଂହିତାର ଧାରା ୬୫(୨),
