ରସୁଣ ର ଉପକାରିତା….

(ଓଡିଶା ତାଜା ନିଉଜ୍) ତା – 02.01.2020; ରସୁଣର ଗୁଣ ବହୁତ । ନିୟମିତ ଜୀବନ ରେ ଆମ୍ଭେ ମାନେ ପ୍ରାୟତଃ ଖାଇଥାଉ । ନିୟମିତ ଭାବେ ରସୁଣ ଖାଇବା ଫଳରେ କୋଲେଷ୍ଟ୍ରଲ୍ ମାତ୍ରା କମ କରିଦିଏ ହାର୍ଟଆଟାକ୍ ର୍ ସମ୍ଭାବନା ରହେ ନାହିଁ ।

Exit mobile version