ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଗାଡ଼ି ଓଭର ଟେକ୍ ବେଳେ ଗଛକୁ ପିଟି ହୋଇ ଯୁବକଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ଆର.ଉଦୟଗିରି ହାଇସ୍କୁଲ ସାମ୍ନାରେ ରେ । ମୃତ ଯୁବକ ଜଣକ ହେଲେ ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ସୁଣ୍ଡୁରୁବା ଗ୍ରାମର ସନ୍ତୋଷ ରଇତ ଙ୍କ ପୁଅ ପ୍ରିୟ ରଞ୍ଜନ ରଇତ ।

