ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଗଜପତି – ରାୟଗଡା ଜିଲ୍ଲା ସୀମାନ୍ତରେ ଗୁଣୁପୁର ନିକଟସ୍ତ ସିନାସାରି ଗ୍ରାମରେ ଆଦିବାସୀ ମହାସଭା ଅନୁଷ୍ଟିତ ହୋଇଛି । ଏହି ସମ୍ମିଳନୀ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପାରଳା ବିଧାୟକ ରୁପେଶ୍ କୁମାର ପାଣଗ୍ରାହୀ ସମସ୍ତ ଯୀଶୁ ପ୍ରେମୀଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ଅଭିନନ୍ଦନ ଜଣାଇଥିଲେ ।

