ସୁନାଖଳା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ସୁନାଖଳା ଗ୍ରାମର ବିଶିଷ୍ଟ ବ୍ୟକ୍ତି ତଥା କର୍କଟ ରୋଗୀଙ୍କ ଙ୍କ ଚିକିତ୍ସା ପାଇଁ ସହାୟତା ପ୍ରଦାନ କରୁଥିବା ଭାଗିରଥି ଚାରିଟେଵଲ୍ ଟ୍ରଷ୍ଟ ର ପ୍ରତିଷ୍ଠାତା ସ୍ବର୍ଗତ ହ୍ରୃଦାନନ୍ଦ ନରେନ୍ଦ୍ର ଙ୍କ ମଧ୍ୟମ ପୁତ୍ର ସମାଜସେବୀ ସୁକାନ୍ତ କୁମାର ନରେନ୍ଦ୍ର ଙ୍କ ର ପରଲୋକ ଘଟିଯାଇଛି । ମ୍ରୃତ୍ୟୁ ବେଳକୁ ତାଙ୍କୁ ୭୫ଵର୍ଷ ଵୟସ ହୋଇଥିଲା । କିଛି ଦିନ ଧରି ସେ କିଡନୀ ଜନିତ ରୋଗ ରେ ଅସୁସ୍ଥ ଥାଇ ଚିକିତ୍ସିତ ହେଉଥିଲେ ।

