ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଭିଆଇପି ରୋଡ ସ୍ଥିତ ୱାଇଲ୍ଡ ଗ୍ରାସ୍ ଠାରେ ନାରାୟଣଙ୍କ ଜନ୍ମଦିନ ନିଆରା ଢଙ୍ଗରେ ଗୁରୁବାର ପାଳିତ ହୋଇଯାଇଛି । ନିଜ ଜନ୍ମଦିନ ଉତ୍ସବରେ ସିଦ୍ଧବକୁଳ ମଠର ମଠାଧୀଶ ମହାରାଜ ନିବାସ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାପ୍ରଭୁ ଜଗନ୍ନାଥଙ୍କ ନକଟରେ ପ୍ରଦୀପ ପ୍ରଯୋଳନ କରି ସମସ୍ତ ସଦସ୍ୟ ମାନଙ୍କୁ ନୀଳଚକ୍ରରେ ଲାଗି ହୋଇ ଥିବା ବାନା ସମସ୍ତଙ୍କୁ ପ୍ରଦାନ କରାଯାଇଥିଲା ଓ ସଦସ୍ୟ ମାନଙ୍କ ଭିତରେ କିପରି ବନ୍ଧୁତ୍ୱ ସୃଦୃଢ଼ ରହୁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।
