CDPO ତୁରେକେଲା ଶ୍ରୀମତୀ ବାସନ୍ତୀ ଭୋଇ ତାଲିମ କାର୍ଯ୍ୟକ୍ରମ ର ଶୁଭ ଉଦ୍ଘାଟନ କରିଥିଲେ

ତୁରେକେଲା  (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ତୁରେକେଲା ତରଫରୁ ତିନି ଦିନିଆ ପୋଷଣ ଭି ପଢ଼ାଇ ଭି ଉପରେ ତାଲିମ କାର୍ଯ୍ୟକ୍ରମ ଗତକାଲି ଠାରୁ ଆରମ୍ଭ କରାଯାଇଥିଲା , ଆଜି ହେଉଛି ଦ୍ଵିତୀୟ ଦିବସ ଗତ କାଲି CDPO ତୁରେକେଲା ଶ୍ରୀମତୀ ବାସନ୍ତୀ ଭୋଇ ତାଲିମ କାର୍ଯ୍ୟକ୍ରମ ର ଶୁଭ ଉଦ୍ଘାଟନ କରିଥିଲେ l

ପ୍ରଥମେ ସେ ୦ରୁ ୬ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କର ପୁଷ୍ଟିର ଗୁରୁତ୍ଵ ଓ ଶିକ୍ଷା ର ମହତ୍ତ୍ଵ ଉପରେ ୧୦୦ ଜଣ ତାଲିମ ଅଂଶଗ୍ରହଣ କରୀଙ୍କୁ ବୁଝାଇଥିଲେ l ସମସ୍ତ ମଣ୍ଡଳ supervisor ତାଲିମ ପ୍ରଦାନ କରିଥିଲ BC Poshan ଓ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ ଆସନ୍ତା କାଲି ତାଲିମ କାର୍ଯ୍ୟକ୍ରମ ସରିବ l

ଆଜି ୨ୟ ଦିବସରେ ୧୦୦ ଜଣ ତାଲିମ ଅଂଶଗ୍ରହଣ କାରି ଙ୍କ ମଧ୍ୟରେ ୧୦ ଗୋଟି ଦଳ କରାଯାଇ,dwaing ମ୍ୟାଟେରିଆଲ ଦେଇ ବିଭିନ୍ନ ସାମଗ୍ରୀ ତିଆରି କରାଯାଇଥିଲା l ଏବଂ ପ୍ରସ୍ତୁତ କରାଯାଇଥିବା pretest ଓ post ଟେଷ୍ଟ ପ୍ରଶ୍ନପତ୍ର ଦେଇ ପରୀକ୍ଷା କରାଯାଇଥିଲା l 

Exit mobile version