ନିରାପଦ ଇଣ୍ଟରନେଟ୍ ଦିବସ ପାଳିତ
ସେ ନେଇ ସେ ଆଲୋକପାତ କରିଥିଲେ।ଅନ୍ୟପଟେ, ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ଏଆଇ ବ୍ୟବହାରର ବିଭିନ୍ନ ସୁଫଳ ଓ କୁଫଳ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ। ଇଣ୍ଟରନେଟର ସୁରକ୍ଷିତ ବ୍ୟବହାର କରି କିପରି ସାଇବର ଅପରାଧରୁ ଦୂରେଇ ରହିହେବ, ସେଥିପାଇଁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ପରିଶେଷରେ, ଏହି କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଡିଜିଟାଲ୍ ସଚେତନତା ସୃଷ୍ଟି କରିବାରେ ବେଶ୍ ସହାୟକ ହୋଇଥିଲା ।
- Categories: ଓଡ଼ିଶା, ମାଲକାନଗିରି, ହୋମ୍
Related Content
Silk India’ exhibition begins at Hotel Prachi
by
Proprietor Abhimanyu Maharana
August 14, 2026
ହୋଟେଲ ପ୍ରାଚୀରେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଆରମ୍ଭ
by
Proprietor Abhimanyu Maharana
August 14, 2026
ବିରିଡି ବ୍ଲକ ରେ "ହର ଘର ତ୍ରିରଙ୍ଗା" ଶୋଭାଯାତ୍ରା
by
Proprietor Abhimanyu Maharana
August 14, 2026
ନୟାଗଡ଼ରେ ଏବିଭିପି ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା
by
Proprietor Abhimanyu Maharana
August 14, 2026
ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଗବେଷଣା ତଥା ପଢ଼ାପଢ଼ି ପାଇଁ ଶରୀର ଦାନ କଲେ ହରିଶ ପ୍ରଧାନ ଆଉ ତାଙ୍କ ସହଧର୍ମିଣୀ
by
Proprietor Abhimanyu Maharana
August 14, 2026
ସାଇ ହେଲ୍ଥ କେୟାରର ମାଗଣା ସ୍ୱାସ୍ଥ୍ୟ ଶିବିର
by
Proprietor Abhimanyu Maharana
August 14, 2026