ଓଡ଼ିଶାରେ ୨୯,୦୫,୭୩୧ ଟି ନମୁନା ପରୀକ୍ଷା କରାଯାଇଛି,୧,୯୨,୫୪୮ ଜଣ ପଜିଟିଭ୍‌ ଚିହ୍ନଟ,୧,୫୩,୨୧୩ ଜଣ ରୋଗୀ ସୁସ୍ଥ – ୭୩୬ ଜଣ ରୋଗୀଙ୍କର ମୃତ୍ୟୁ

ଓଡ଼ିଶା ତାଜା ନ୍ୟୁଜ (୨୩ ସେପ୍ଟେମ୍ବର,ବୁଧବାର) ଭୁବନେଶ୍ୱର :– ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା – ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୨୯,୦୫,୭୩୧ ଟି ନମୁନା କୋଭିଡ୍‌- ୧୯ ପରୀକ୍ଷା କରାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୧,୯୨,୫୪୮ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

୧,୫୩,୨୧୩ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି । ୭୩୬ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତୁ୍ୟ ହୋଇଛି । ସକି୍ରୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୩୮,୫୪୬ ରହିଛି । ୩୮,୫୪୬ ଜଣ ହସ୍‌ପିଟାଲ୍‌ ଆଇସୋଲେସନ୍‌ରେ ରହିଛନ୍ତି ।

Exit mobile version