ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଟାଙ୍ଗୀ ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ର ୧୯୭୩-୭୫ ବ୍ୟାଚ୍ ର ପ୍ରଶିକ୍ଷାର୍ଥୀ ମାନଙ୍କ ର ଏକ ଵନ୍ଧୁ ମିଳନ ଭୂଷଣ୍ଡପୁର ସ୍ଥିତ ମା ଉଗ୍ରତାରା ଦେବୀଙ୍କ ପୀଠ ରେ ଅନୁଷ୍ଠିତ ହୋଇଯାଇଛି।ତାଲିମ ପରେ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରି ଅବସର ନେଇଥିବା ଏହି ପ୍ରାକ୍ତନ ଶିକ୍ଷକ ମାନଙ୍କ ମଧ୍ୟରେ ପାରସ୍ପରିକ ଭାବ ବିନିମୟ ଏକ ଆଵେଗିକ ପରିବେଶ ସ୍ରୃଷ୍ଟି କରିଥିଲା। ପ୍ରାକ୍ତନ ଶିକ୍ଷକ ସୁରେନ୍ଦ୍ର ନାଥ ସାମନ୍ତରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାନନ ପ୍ରଧାନ, ଭୀମସେନ ରାଉତରାୟ, କ୍ରୃଷ୍ଣ ଚନ୍ଦ୍ର ସାମନ୍ତରାୟ, ଭିକାରୀ ଚରଣ ପ୍ରଧାନ, ଦାଶରଥି ସେଠି,ମନୋଜ କୁମାର ପାତ୍ର,
