ରାଜ୍ୟସଭା ସାଂସଦଙ୍କ ମାରାଥନ ଉଦଘାଟନ

ମା ଜାଗୁଳାଇ କ୍ଳବ ର ଶୌଚାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । କାଠପୋଲ ଠାରୁ ତଳଜଙ୍ଘ ରାସ୍ତାର ପୁନଃଉଦ୍ଧାର, ନଦୀବନ୍ଧର ସୁରକ୍ଷା ,ତୁଳସୀ ଚଉରା ଠାରୁ ତଳଜଙ୍ଘ ରାସ୍ତାର ଉନ୍ନତି କରଣ, ଅମ୍ପତରା ସାହିକୁ ଜଳଯୋଗାଣ ଏବଂ ନଈକୂଳ ସାହିର ଦୁଇଟି ନଳକୂପ ଶୁଭ ଉଦଘାଟନ କରିଥିଲେ । ରାଜ୍ଯସଭା ସାଂସଦଙ୍କ ଏହି ମାରାଥନ କାର୍ଯ୍ୟକ୍ରମ ଦେଖି ସଦରବ୍ଲକରେ ଶୁଭାଶିଷଙ୍କ ଲୋକପ୍ରିୟତା ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଥିଲା ।
Related Content
ଟ୍ରେନ ଧକ୍କା ରେ ଗୋରୁ ଚରାଳି ସହିତ (୫) ଗୋରୁ ମୃତ
by
Proprietor Abhimanyu Maharana
August 15, 2026
ମୋତିଆବିନ୍ଦୁ ଚି଼ହ୍ନଟ ଶିବିର ଓ ନିଶୁକ୍ଳ ଔଷଧ,ଚଷମା ବଣ୍ଟନ
by
Proprietor Abhimanyu Maharana
August 15, 2026
ପଠାଣି ସାମନ୍ତ ବୃତ୍ତିରେ ଆଦର୍ଶ ଶିଶୁ ନିକେତନ ଛାତ୍ରର ସଫଳତା
by
Proprietor Abhimanyu Maharana
August 15, 2026
Silk India’ exhibition begins at Hotel Prachi
by
Proprietor Abhimanyu Maharana
August 14, 2026
ହୋଟେଲ ପ୍ରାଚୀରେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଆରମ୍ଭ
by
Proprietor Abhimanyu Maharana
August 14, 2026
ବିରିଡି ବ୍ଲକ ରେ "ହର ଘର ତ୍ରିରଙ୍ଗା" ଶୋଭାଯାତ୍ରା
by
Proprietor Abhimanyu Maharana
August 14, 2026