ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ପୁରୀ ଭୋଳାନାଥ ବିଦ୍ୟାପୀଠ ଠାରେ ଦୀର୍ଘ ୩ ଦିନ ଧରି ପରିଚାଳିତ ହେଉଥିବା ଭାରତ ସ୍କାଉଟ୍ସ ଓ ଗାଇଡ୍ସ ର ଜିଲ୍ଲା ସ୍ତରୀୟ ଶିବିର ଆଜି ଉଦ୍ଜାପିତ ହୋଇଛି । ସମୁଦାୟ ୧୫୦୦ ରୁ ଊର୍ଦ୍ଧ୍ବ ସ୍କାଉଟ୍ସ, ଗାଇଡ, ରୋଭର୍, ରେଞ୍ଜର, ସ୍କାଉଟ୍ ମାଷ୍ଟର, ଗାଇଡ୍ କ୍ୟାପଟେନ୍ ଓ ଅଫିସିଆଲ୍ ମାନଙ୍କ ସମାବେଶରେ ପରିଚାଳିତ ଉକ୍ତ ଶିବିରରେ ପିଲାମାନେ ଫାଷ୍ଟ ଏଡ୍, କଲର୍ ପାଟି,
