ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ହେଲେ ବାଳକୃଷ୍ଣ ଷଢଙ୍ଗୀ
ଏହି ଅବସରରେ ବାଳକୃଷ୍ଣ ଷଢଙ୍ଗୀ କହିଛନ୍ତି ଯେ, “ଦଳ ମୋ ପ୍ରତି ଯେ ଭରସା ରଖିଛି, ସେଥିପାଇଁ ମୁଁ କୃତଜ୍ଞ । ଆଗାମୀ ଦିନରେ ଦଳର ନୀତି ଓ ଆଦର୍ଶକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ପହଞ୍ଚିବା ସହ ଜନସମସ୍ୟା ସମାଧାନ ପାଇଁ ସଂଗଠିତ ଭାବେ କାମ କରିବି ।” ତାଙ୍କର ଏହି ନିଯୁକ୍ତି ନୟାଗଡ଼ ଜିଲ୍ଲାରେ କଂଗ୍ରେସ ଦଳର ସଂଗଠନକୁ ଆହୁରି ଶକ୍ତିଶାଳୀ କରିବ ବୋଲି ରାଜନୈତିକ ମହଳରେ ଆଲୋଚନା ହେଉଛି ।
- Categories: ଓଡ଼ିଶା, ନୟାଗଡ଼ ନିଉଜ୍, ରାଜନୀତି, ହୋମ୍
Related Content
ପ୍ରିୟ ରାଜସୁନାଖଳା ଯୁବ କମିଟି ପକ୍ଷରୁ ରକ୍ତ ଦାନ ଶିବିର
by
Proprietor Abhimanyu Maharana
August 16, 2026
ଭୟଙ୍କର ଅଗ୍ନିକାଣ୍ଡ : ଜଳିଗଲା ସମ୍ପୂର୍ଣ୍ଣ ଘର, ୧୦ ଟି ଅର୍ଦ୍ଧ ଦଗ୍ଧ ଗାଈ, ଓ ଦୁଇ ଜଣ ମଣିଷ
by
Proprietor Abhimanyu Maharana
August 16, 2026
ବାଲିପାଟଣା ଅଞ୍ଚଳର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ
by
Proprietor Abhimanyu Maharana
August 16, 2026
ବେଣୁଧର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୮୦ ତମ ସ୍ବାଧିନତା ଦିବସ ପାଳିତ
by
Proprietor Abhimanyu Maharana
August 16, 2026
କିଙ୍ଗ ପବ୍ଲିକ ଇଂଲିଶ ମିଡିୟମ ସ୍କୁଲ ରେ ୮୦ତମ ସ୍ଵଧାନତା ଦିବସ ପାଳିତ
by
Proprietor Abhimanyu Maharana
August 16, 2026
ମାଲକାନଗିରିରେ ମହାସମାରୋହରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ
by
Proprietor Abhimanyu Maharana
August 16, 2026