କୋଣାର୍କ ଉପକୂଳରେ ଅଲିଭରିଡଲେଙ୍କ ଅଣ୍ଡାଦାନ

କୋଣାର୍କ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କୋଣାର୍କ ଅଲିଭରିଡ଼ଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭହୋଇଛି । ଅଭି ଭରିତଳେ କଇଁଛଙ୍କ ୨୦୭୭ ଅଣ୍ଡା ସଂଗ୍ରହ ଅଣ୍ଡାଦାନ ସୁରକ୍ଷା ପାଇଁ କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ଅଧୀନ କଅଁରପୁର, ଚନ୍ଦ୍ରଭାଗା, ଦ ଦଧାର୍ଜିଆ ଓ ରାମଚଣ୍ଡୀ ଅସ୍ଥାୟୀ କଇଁଛ ସୁରକ୍ଷା ଓ ପ୍ରଜନନ କେନ୍ଦ୍ର ଖୋଲାଯାଇଛି। ଚଳିତବର୍ଷ ଏହି ଅଣ୍ଡାଦାନ ପ୍ରକ୍ରିୟା ଫେବୃୟାରୀ ମାସରୁ ଆରମ୍ଭହୋଇଛି ।

ଫେବୃୟାରୀ ୨ତାରିଖ ପର୍ଯ୍ୟନ୍ତ ୧୯ଟି ବସାରେ ସମୁଦାୟ ୨୦୭୭ ଅଣ୍ଡା ସଂଗୃହିତ କରାଯାଇ ଅସ୍ଥାୟୀ ପ୍ରଜନନ କେନ୍ଦ୍ରରେ ରଖାଯାଇଛି । ଅଭିକରିତଳେ କଇଁଛମାନଙ୍କ ନିରାପଦ ଓ ସମୂହ ଅଣ୍ଡାଦାନ ପାଇଁ ବନବିଭାଗ ତପ୍ତର ହୋଇଉଠିଛି । ଏହି ଅଣ୍ଡାଗୁଡିକ ୪ଟି ଅସ୍ଥାୟା ପ୍ରତଚନ କେନ୍ଦ୍ରର ସୁରକ୍ଷିତ ଉପାୟରେ ରଖାଯାଇଛି ।

ଏହି ଅଣ୍ଡାଳୁ ଆସନ୍ତା ୪୫ରୁ ୫୫ ଦିନ ମଧ୍ୟରେ ଛୁଆ ଫୁଟିବା ଘରେ ସୁରକ୍ଷିତ ଭାବେ ଅଲିଭ ରିଡ଼ଲେ ଶାବକ ମାନଙ୍କୁ ଗଭୀର ସମୂଦ୍ରକୁ ଛଡ଼ାଯିବ। ଅଲିଭରିଡଲେଙ୍କ ଅଣ୍ଡାଦାନ ପରେ ଅଣ୍ଡା ଗୁଡିକ ଦିଲୁଆ, କୁଙ୍କରଙ୍କ ଠାରୁ ରକ୍ଷା କରିବା ପାଇଁ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଥିବା ଜୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ଅଧୁକାରୀ ସୁଦର୍ଶନ ଦେହୁରୀ ସୂଚନା ଦେଇଛନ୍ତି l

Exit mobile version