ଝଲସୁଛି ଶ୍ବେତଗଙ୍ଗା ପିଣ୍ଡଦାନ କରିବେ ମହାମହିମ

ରାଷ୍ଟ୍ରପତିଙ୍କ ଗସ୍ତ ଯୋଗୁ ଶ୍ବେତଗଙ୍ଗା ଉର୍ନ୍ନତିକରଣ ହୋଇଛି । ପୋଲିସ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ଯବସ୍ଥା କରାଯାଇଛି । ବନ୍ଧୁକଧାରୀ ପୋଲିସ ପୁଷ୍କରିଣୀର ଚାରିପଟେ ଥିବା ଉଚ୍ଚ କୋଠାରେ ଜଗିରହିବେ । ପିଣ୍ଡଦାନ ପରେ ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବେ ।
Related Content
ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି
by
Proprietor Abhimanyu Maharana
August 16, 2026
ITC Aashirvaad Salt delivers Iodine nutrition to 6 Lac Children Meals
by
Proprietor Abhimanyu Maharana
August 16, 2026
ଚାନ୍ଦପୁର ବସନ୍ତ ମଞ୍ଜରୀ ଚିକିତ୍ସାଳୟ ରେ ୭ ମାସରେ ୧୦୩୩ ପଞ୍ଜିକୃତ ହେଲେ ୪ ସ୍ବାଭାବିକ ପ୍ରସବ,ଅନ୍ୟ ପ୍ରସୂତି ମହିଳାଙ୍କୁ ଘରୋଇ ଡାକ୍ତରଖାନା ନେବା ପଛରେ ହାତ କାହାର ???
by
Proprietor Abhimanyu Maharana
August 16, 2026
ପ୍ରିୟ ରାଜସୁନାଖଳା ଯୁବ କମିଟି ପକ୍ଷରୁ ରକ୍ତ ଦାନ ଶିବିର
by
Proprietor Abhimanyu Maharana
August 16, 2026
ଭୟଙ୍କର ଅଗ୍ନିକାଣ୍ଡ : ଜଳିଗଲା ସମ୍ପୂର୍ଣ୍ଣ ଘର, ୧୦ ଟି ଅର୍ଦ୍ଧ ଦଗ୍ଧ ଗାଈ, ଓ ଦୁଇ ଜଣ ମଣିଷ
by
Proprietor Abhimanyu Maharana
August 16, 2026
ବାଲିପାଟଣା ଅଞ୍ଚଳର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ
by
Proprietor Abhimanyu Maharana
August 16, 2026