ରାଷ୍ଟ୍ରପତି ଙ୍କ ପୁରୀଗ୍ରସ୍ତ ପାଇଁ ମାନସଙ୍କ ସ୍ୟାଣ୍ଡ ଆନିମେସନ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଦେଶ ର ପ୍ରଥମ ନାଗରିକ ତଥା ଭାରତ ର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶା ରେ ଥିବା ଚାରିଧାମ ମଧ୍ୟ ରୁ ଅନ୍ୟତମ ଜଗନ୍ନାଥ ଧାମ, ଶ୍ରୀମନ୍ଦିର ଏବଂ ଶ୍ୱେତଗଙ୍ଗା ରେ ଶ୍ରାଦ୍ଧ ପ୍ରଦାନ କରିବାକୁ ଆସୁଛନ୍ତି|ଏହି ଅବସରରେ ବିଶ୍ୱ ବିଖ୍ୟାତ ବାଲୁକା ଶିଳ୍ପୀ ତଥା

ସ୍ୟାଣ୍ଡ ଆନିମେଟର ମାନସ ସାହୁ ଏକ ସୁନ୍ଦର ସ୍ୟାଣ୍ଡ ଅନିମେସନ ଚିତ୍ରଣ କରିଛନ୍ତି | ଏହି ସ୍ୟାଣ୍ଡ ଆନିମେସନ କୁ ପ୍ରସ୍ତୁତ କରିବାକୁ ମାନସ ଙ୍କୁ ୨ଘଣ୍ଟା ସମୟ ଲାଗିଥିଲା|ଏଥିରେ ସେ ୱେଲକମ ଟୁ ପୁରୀ , ଓଡିଶା ର ବାର୍ତ୍ତା ଦେଇଛନ୍ତି |

Exit mobile version