ବାଚସ୍ପତି ବୁଲି ଦେଖିଲେ ବିଧାନସଭାର ଗେଷ୍ଟହାଉସ ; ଆୟୁର୍ବେଦିକ ଡିସ୍‌ପେନ୍‌ସାରୀ ଓ ପଟେଲ୍‌ ହଲ୍‌ – ଭୁବନେଶ୍ୱର

ଓଡ଼ିଶା ତାଜା ନ୍ୟୁଜ (୨୩ ସେପ୍ଟେମ୍ବର,ବୁଧବାର) ଭୁବନେଶ୍ୱର :– ବଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ବିଧାନସଭାର ନୂତନ ଓ ପୁରାତନ ଗେଷ୍ଟହାଉସ୍‌, ଆୟୁର୍ବେଦକି ଡିସ୍‌ପେନ୍‌ସାରୀ ଏବଂ ପୁରୁଣା ବିଧାନ ସୌଧର ପଟେଲ ହଲ୍ ବୁଲି ଦେଖିଥିଲେ ।

ସେଗୁଡ଼ିକର ଉନ୍ନତିକରଣ ନିମନ୍ତେ ବିଧାନସଭାର ପଦାଧିକାରୀ ମାନଙ୍କ ସହ ବିଚାରବିମର୍ଶ କରିଥିଲେ ଓ ଏ ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ଏହି ପରିଦଶର୍ନ ସମୟରେ ବିଧାନସଭା ସଚିବ ଶ୍ରୀ ଦାଶର ଥୀ ଶତପଥୀଙ୍କ ସମେତ ଅନ୍ୟ ପଦାଧିକାରୀ ମାନେ ଉପସ୍ଥିତ ହେବେ ।

Exit mobile version