ଅଂଶୁପା କୂଳରେ ଗୁରୁପୂଜନ କାର୍ଯ୍ୟକ୍ରମ

ବାଙ୍କୀ  (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବାଙ୍କୀ ବ୍ଲକ ଅନ୍ତର୍ଗତ ସରଣ୍ଡା ବିଦ୍ୟାପୀଠର ୧୯୮୮ମସିହା ମାଟ୍ରିକ୍ ବ୍ୟାଚର ଛାତ୍ରଛାତ୍ରୀମାନେ ଯୋଗଦାନ କରି ଅଂଶୁପା ହ୍ରଦ କୂଳରେ ଗୁରୁପୂଜନ କାର୍ଯ୍ୟକ୍ରମ ଓ ବନ୍ଧୁମିଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି ।

ବିଦ୍ୟାଳୟର ଶିକ୍ଷକ ନିରଞ୍ଜନ ଖଟୁଆ, ଅନ୍ତର୍ଯ୍ୟାମୀ ସାହୁ ଓ କାହ୍ନୁଚରଣ ସାହୁଙ୍କୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ଛାତ୍ରଛାତ୍ରୀମାନେ ପୂଜା କରିଥିଲେ । ଦୀର୍ଘ ୩୮ବର୍ଷ ପରେ ଏପରି କାର୍ଯ୍ୟକ୍ରମକୁ ଗୁରୁମାନେ ପ୍ରଶଂସା କରିଥିଲେ ।

Exit mobile version