ଅଧ୍ୟାପକ ଚିନ୍ମୟ ତ୍ରିପାଠୀଙ୍କୁ ସମ୍ବର୍ଦ୍ଧନା

ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପକ ଚିନ୍ମୟ କୁମାର ତ୍ରିପାଠୀଙ୍କୁ ଯୁବସମ୍ମାନ -୨୦୨୬ରେ ସମ୍ବର୍ଦ୍ଧିତ କରାଯାଇଛି ।

ସମର୍ପଣ ଫାଉଣ୍ଡେସନ୍ ଦ୍ୱାରା ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଚଳଚିତ୍ର ଅଭିନେତା ସବ୍ୟସାଚୀ ମିଶ୍ର ଯୋଗଦାନ କରି ବାଙ୍କୀ କମଳା ମଣ୍ଡପ ଠାରେ ଅଧ୍ୟାପକ ତ୍ରିପାଠୀଙ୍କୁ ମାନପତ୍ର , ଉପଢ଼ୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Exit mobile version