ମୃତ ଗରିବ ଧରମୁ ଚାଷୀକୁ ଋଣ ସହାୟତା
ମୃତ ଚାଷୀ ଧରମୁ ଛୁଆଳସିଂହ ଡିହଖଉରୁଣୀ ସେବା ସମବାୟ ସମିତିରେ ଧାନ ମଣ୍ଡିରେ ଧାନ ଦେବାପାଇଁ ନାମ ପଞ୍ଜୀକରଣ କରିଥିବାରୁ ତାଙ୍କ ପତ୍ନୀ ମମତା ଛୁଆଳସିଂହ ଧାନ ବିକ୍ରୟ କରିବାକୁ ବ୍ୟାଙ୍କ ନିର୍ଦ୍ଦେଶ ପ୍ରକାଶ ଚନ୍ଦ୍ର ରାଉତରାୟ ସମସ୍ତ ସରକାରୀ ସହଯୋଗ କରିଅଛନ୍ତି ଓ ତାଙ୍କ ପରିବାର କୁ ଏକ ବସ୍ତା ଚାଉଳ, ପଚାଶ କେଜି ଡାଲି ଓ ପନିପରିବା ଯୋଗାଇ ଦେଇ ଅଛନ୍ତି । ଚାଷୀ ନେତା ପ୍ରକାଶଙ୍କର ଏଭଳି ଜନ କଲ୍ୟାଣ କାର୍ଯ୍ୟକ୍ରମକୁ ଡିହଖଉରୁଣୀ ଗ୍ରାମବାସୀ ମାନେ ଉଚ୍ଚ ପ୍ରସଂଶା କରିଅଛନ୍ତି ।
Related Content
୮୦ତମ ସ୍ଵାଧୀନତା ଦିବସ ଚିଲିକା ବ୍ଲକ ଅନ୍ତର୍ଗତ ଅପର୍ତ୍ତୀ ଉଚ୍ଚ ବିଦ୍ୟାଳୟ ନଈରୀରେ ପାଳିତ ହୋଇଯାଇଛି
by
Proprietor Abhimanyu Maharana
August 17, 2026
ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ
by
Proprietor Abhimanyu Maharana
August 17, 2026
ଜାଗ୍ରୃତିକା ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ
by
Proprietor Abhimanyu Maharana
August 17, 2026
ଆଇପିଏସ ଅଧିକାରୀ ଶ୍ରୀ ବିନୟତୋଷ ମିଶ୍ର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଭାବେ ଦାୟିତ୍ୱ ଗ୍ରହଣ
by
Proprietor Abhimanyu Maharana
August 17, 2026
ଭାପୁର ପ୍ରେସ କ୍ଳବ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ
by
Proprietor Abhimanyu Maharana
August 17, 2026
ରକ୍ତଦାନ ଶିବିର କୁ ଉଦଘାଟନ କଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ
by
Proprietor Abhimanyu Maharana
August 17, 2026