ରାଷ୍ଟ୍ରପତି ପଦକ ପାଇଲେ କଟକ ୬ଷ୍ଠ ବାଟାଲିୟନର ଦୂର୍ଗପତି ସୂର୍ଯ୍ୟ ନାରାୟଣ ମଲ୍ଲିକ

ଅନ୍ୟାନ୍ୟ ମନ୍ତ୍ରୀଙ୍କ ସହ ଓଡ଼ିଶାର ବହୁ ପ୍ରଶାସନିକ ଅଧିକାରୀ ତଥା ଓଡ଼ିଶା ପୋଲିସ୍ ବିଭାଗ ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ରାଷ୍ଟ୍ରପତି ପଦକ ପ୍ରାପ୍ତ ଦୂର୍ଗପତିଙ୍କୁ ପାଇ ବାଟାଲିୟନର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥିଲା । ଶ୍ରୀ ମଲ୍ଲିକ ବାଟାଲିୟନ ପରିସରରେ ପହଞ୍ଚିବା ପରେ ବାଟାଲିୟନ ପକ୍ଷରୁ ଏକ ସ୍ୱତନ୍ତ୍ର ଶୋଭାଯାତ୍ରାରେ ଶ୍ରୀ ମଲ୍ଲିକଙ୍କୁ ସ୍ବାଗତ କରାଯାଇଥିଲା ।
Related Content
ରଣପୁର ର ଅଧିଷ୍ଠାତ୍ରୀ ଦେବୀ ମା' ମଣିନାଗଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା
by
Proprietor Abhimanyu Maharana
June 23, 2026
କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ
by
Proprietor Abhimanyu Maharana
June 23, 2026
ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ
by
Proprietor Abhimanyu Maharana
June 23, 2026
ବାଲିଗୁଡା ଏନଏସି ରେ ହୋଇଥିବା ଦୁର୍ନୀତି ର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ନେଇ ଦୁଇ କାଉନସିଲର ଙ୍କ ଅନିଦ୍ଧିଷ୍ଟକାଳ ପାଇଁ ଧାରଣା
by
Proprietor Abhimanyu Maharana
June 23, 2026
ରାଜ୍ୟସଭା ନିର୍ବାଚନରେ ବିଧାୟକଙ୍କ କ୍ରସ ଭୋଟିଂ ପ୍ରସଙ୍ଗ ସଭ୍ୟପଦ ରଦ୍ଦ ଆବେଦନ ଖାରଜ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବାଚସ୍ପତି : ବିଜେଡି
by
Proprietor Abhimanyu Maharana
June 22, 2026
ଭୁବନେଶ୍ୱରରେ ବେଆଇନ ଭେଣ୍ଡିଙ୍ଗ ଜୋନ ନେଇ ବଢୁଛି ପ୍ରଶ୍ନ - କାହା ସ୍ୱାର୍ଥରେ ଚାଲିଛି ନିର୍ମାଣ..?
by
Proprietor Abhimanyu Maharana
June 22, 2026